୫
ଅନନିୟ ଆରି ସପିରା
୧ ସେ ଦଲର୍ ଅନନିୟ ନାଉଁର୍ ଗଟେକ୍ ଲକ୍ ଆରି ତାର୍ ମାଇଜି ସପିରା ସେମନର୍ କେତେକ୍ ଜମି ବିକ୍ଲାଇ । ୨ ମାତର୍ ମାଇଜିମୁନୁସ୍ ରାଜିଅଇକରି ବିକିକରି ପାଇଲା କେତେକ୍ ଡାବୁ ଅନନିୟ ନିଜର୍ ପାଇ ସଙ୍ଗଇଲା । ଅଗଲ୍ଲାଟା ସେ ପେରିତ୍ ସିସ୍ମନ୍କେ ଦେଲା । ୩ ପିତର୍ ତାକେ କଇଲା, “ଅନନିୟ ତୁଇ କେନ୍ତି ସଇତାନର୍ ପାନ୍ଦେପଡି ଜମି ବିକି ଆନିରଇବା ଡାବୁ କେତେକ୍ ନିଜର୍ ପାଇ ସଙ୍ଗଇକରି ସୁକଲ୍ ଆତ୍ମାର୍ ମୁଆଟେ ମିଚ୍ କଇଲୁସ୍ ? ୪ ବିକ୍ବା ଆଗ୍ତୁ ସେ ଜମି ତମର୍ ରଇଲା । ବିକ୍ଲା ପଚେ ମିସା ସେ ଡାବୁ ତମର୍ଟାସେ । ଏନ୍ତି କାମ୍ କର୍ବାକେ କାଇକେ ମନ୍ କଲୁସ୍ ? ତୁଇ ଲକ୍ମନ୍କେ ନାଡାଉସ୍ ନାଇ ମାତର୍ ପର୍ମେସର୍କେ ନାଡାଇଆଚୁସ୍ ।” ୫ ଅନନିୟ ଏ କାତା ସୁନ୍ଲା ଦାପ୍ରେ ତଲେ ଆପ୍ଟି ଅଇ ଅଦ୍ରି ମରିଗାଲା । ଜନ୍ ଲକ୍ମନ୍ ଏ କାତା ସୁନ୍ଲାଇ ସେମନ୍ ସବୁଲକ୍ ବେସି ଡରିଗାଲାଇ । ୬ ଦଲର୍ ଦାଙ୍ଗ୍ଡାମନ୍ ଅନନିୟର୍ ମଲା ଗାଗଡ୍ ଲୁଗାଇ ଗୁଡିଆଇକରି ବାଇରେ ବଇକରି ଦାରିଗାଲାଇ ଆରି ତପିଦେଲାଇ ।
୭ ପାକାପାକି ତିନ୍ଗଁଟା ପଚେ ଅନନିୟର୍ ମାଇଜି ତେଇ ଆସି କେଟ୍ଲା । ସେ, ଏ ଗଟ୍ନା ନାଜାନି ରଇଲା । ୮ ପିତର୍ ତାକେ ପାଚାର୍ଲା “ମକେ କ ପନି, ତୁଇ ଆରି ତର୍ ମୁନୁସ୍ ଜେତ୍କି ଜମି ବିକ୍ଲାସ୍, ଏଟା କାଇ ତାର୍ ପୁରାଦାମ୍ କି ?” ସେ କଇଲା, “ଉଁ ଏତ୍କିସେ ।”
୯ ପିତର୍ ତାକେ କଇଲା, “ମାପ୍ରୁର୍ ଆତ୍ମାକେ ପରିକା କର୍ବାକେ ତୁଇ ଆରି ତର୍ ମୁନୁସ୍ କାଇକେ ରାଜିଅଇଲାସ୍ ? ଜନ୍ ଲକ୍ମନ୍ ତର୍ ମୁନୁସ୍କେ ସମାଦି ଦେଲାଇ ଆଚତ୍, ବାଟ୍ ଡିଆଗଡି କେଟ୍ଲାଇବେ, ସେମନ୍ ତକେ ମିସା ବଇ ଦାରିଜିବାଇବେ ।” ୧୦ ସେ ଦାପ୍ରେ ସେ ମିସା ପିତରର୍ ପାଦ୍ତଲେ ଅଦ୍ରି ମରିଗାଲା । ଦାଙ୍ଗ୍ଡାମନ୍ ବିତ୍ରେ ଆସି ତାର୍ ମଲା ଗାଗଡ୍ ବଇନେଲାଇ ଆରି ତାର୍ ମୁନୁସର୍ ଲଗେ ତାକେ ମିସା ସମାଦି ଦେଲାଇ । ୧୧ ଜିରୁସାଲେମର୍ ଗୁଲାଇ ମଣ୍ଡଲିର୍ ଲକ୍ମନ୍ ଆରି ଜେତ୍କି ଲକ୍ ଏ କାତା ସୁନ୍ଲାଇ, ସବୁଲକ୍ ଡରିଗାଲାଇ ।
କାବାଅଇଜିବା କାମ୍ ଆରି ଚିନ୍
୧୨ ପେରିତ୍ ସିସ୍ମନର୍ ଟାନେଅନି ଲକ୍ମନର୍ ବିତ୍ରେ ବେସି କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ସାଦନ୍ ଅଇତେ ରଇଲା । ସବୁ ବିସ୍ବାସିମନ୍ ସଲ୍ମନର୍ ମଣ୍ଡପେ ରୁଣ୍ଡ୍ତେ ରଇଲାଇ । ୧୩ ସେମନର୍ ବିସଇ ବିନ୍ଲକ୍ମନ୍ ନିମାନ୍ କାତା କଇତେ ରଇଲାଇ । ମାତର୍ ଦଲ୍ ବାଇରେ ରଇଲା ଲକ୍ମନ୍ କେ ମିସା ଦଲେ ମିସ୍ବାକେ ସାଆସ୍ ନ କର୍ତେ ରଇଲାଇ । ୧୪ ଏଲେ ମିସା ପର୍ମେସର୍କେ ବିସ୍ବାସ୍ କରି ଅଦିକ୍ ଅଦିକ୍ ମାଇଜିଟକି ଆରି ମୁନୁସ୍ ପିଲାମନ୍ ଏ ଦଲେ ମିସ୍ଲାଇ । ଆରି ସେ ଦଲ୍ ଦିନ୍କେ ଦିନ୍ ଅଦିକ୍ ଅଦିକ୍ ବଡ୍ତେ ଗାଲା । ୧୫ ପେରିତ୍ ସିସ୍ମନର୍ କାମ୍ ଅଦିକ୍ ବଡି ବଡି ଗାଲା । ଏନ୍ତିକି ପିତର୍ ଇଣ୍ଡିଗାଲାବେଲେ ତାର୍ ଚାଇଆଲେ ଅଲପ୍ ପଡବଲି ଲକ୍ମନ୍ ରଗିମନ୍କେ ବଇଆନି ବାଟ୍ପାଲି କଟେ ଆରି ଟାଟିମନ୍ ଅଚାଇକରି ସୁଆଇ ଦେଇତେ ରଇଲାଇ । ୧୬ ଜିରୁସାଲମର୍ ଚାରିବେଟ୍ତି ରଇବା ଗଡର୍ ରଗି ଆରି ଡୁମାଦାର୍ଲା ଲକ୍ମନ୍କେ ପେରିତ୍ମନର୍ ଲଗେ ଆନ୍ତେ ରଇଲାଇ । ଆରି ସେମନ୍ ସବୁ ଲକ୍ ନିମାନ୍ ଅଇତେ ରଇଲାଇ ।
ପେରିତ୍ ସିସ୍ମନ୍କେ ତାଡ୍ନା
୧୭ ତାର୍ ପଚେ ବଡ୍ ପୁଜାରି, ତାର୍ସଙ୍ଗ୍ ରଇବା ଲକ୍ମନ୍ ଆରି ସାଦୁକି ଦଲର୍ ଲକ୍ମନ୍, ସିସ୍ମନ୍କେ ଇଁସା ଅଇଗାଲାଇ । ଆରି ସେମନର୍ ବିରୁଦେ କାଇଟାଆଲେ କରୁ ବଲି ଜଜ୍ନା କଲାଇ । ୧୮ ସେମନ୍ ପେରିତ୍ ସିସ୍ମନ୍କେ ଦାରି ବାନ୍ଦିକରି ବନ୍ଦିଗରେ ସଙ୍ଗଇଲାଇ । ୧୯ ମାତର୍ ସେ ରାତି ମାପ୍ରୁର୍ ଗଟେକ୍ ଦୁତ୍ ବନ୍ଦିଗରର୍ କାପାଟ୍ ଉଗାଡିଦେଲା ଆରି ସେମନ୍କେ ମୁକ୍ଲାଇ ଆନି କଇଲା, ୨୦ “ଜା ଆରି ମନ୍ଦିରେ ଟିଆଅଇକରି ଲକ୍ମନ୍କେ ଏ ନୁଆ ଜିବନ୍ ବିସଇ ସବୁ କାତା କୁଆ ।” ୨୧ ସିସ୍ମନ୍ ସେ ଦୁତର୍ କାତା ମାନି ସାକାଲ୍ ସାକାଲ୍ ମନ୍ଦିରେ ପୁରି ସିକିଆ ଦେବାର୍ ଦାର୍ଲାଇ ।
ବଡ୍ ପୁଜାରି, ତାକର୍ ସଙ୍ଗାରିମନ୍ ଆରି ଇସ୍ରାଏଲର୍ ପାର୍ଚିନ୍ମନ୍ ଗଟେକ୍ ପୁରା ସବା ପାଇ ଡାକାଇ ପାଟାଇଲାଇ । ତାର୍ ପଚେ ପେରିତ୍ ସିସ୍ମନ୍କେ ବନ୍ଦିଗରେ ଅନି ସବାଇ ଆନ୍ବାକେ ବନ୍ଦିଗରର୍ ଜାଗୁଆଲ୍ମନର୍ ମୁକିଆମନ୍କେ ଆଦେସ୍ ଦେଲାଇ । ୨୨ ମାତର୍ ସେ ମୁକିଆମନ୍ ବନ୍ଦିଗରେ କେଟ୍ଲାକେ ପେରିତ୍ମନ୍କେ ତେଇ ଦେକତ୍ନାଇ । ସେଟାର୍ପାଇ ସେମନ୍ ବଡ୍ସବାଇ ବାଉଡି ଆଇଲାଇ । ଆରି ଲକ୍ମନ୍କେ କଇଲାଇ, ୨୩ “ଆମେ ବନ୍ଦି ଗରେ କେଟି ଦେକ୍ଲୁ ଜେ ଦୁଆର୍ ନିକସଙ୍ଗ୍ ଡାବି ଅଇରଇଲା । ଆରି ଜାଗୁଆଲ୍ମନ୍ ମିସା ଜାଗିରଇଲାଇ । ମାତର୍ କାପାଟ୍ ଉଗାଡ୍ଲା ପଚେ ଆମେ ବିତ୍ରେ କାକେ ମିସା ଦେକୁ ନାଇ ।” ୨୪ ଏ କାତା ସୁନି ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନର୍ ଦାଇତେ ରଇଲା ଲକ୍ମନ୍ କାବାଅଇଗାଲାଇ । ପେରିତ୍ ସିସ୍ମନ୍କେ କାଇଟା ଅଇଲାଆଚେ ବଲି ସେମନ୍ ବୁଜି ନାପାର୍ଲାଇ । ୨୫ ସେଡ୍କିବେଲେ ଗଟେକ୍ ଲକ୍ ଆସି କଇଲା “ସୁନା ! ଜନ୍ ଲକ୍ମନ୍କେ ବନ୍ଦି ଗରେ ରକିରଇଲାସ୍, ସେମନ୍ ଏବେ ମନ୍ଦିରେ ଲକ୍ମନ୍କେ ସିକିଆ ଦେଲାଇନି ।” ୨୬ ମନ୍ଦିରର୍ କାମ୍କରୁମନ୍ ଜାଗୁଆଲ୍ମନର୍ ସଙ୍ଗ୍ ଜାଇ ପେରିତ୍ ସିସ୍ମନ୍କେ ସୁତ୍ରାଇକରି ଆରିତରେକ୍ ଡାକିଆନ୍ଲାଇ । ସେମନ୍ ଡରାବିଡ୍ରା କରତ୍ ନାଇ । କାଇକେବଇଲେ ସେମନ୍କେ ଲକ୍ମନ୍ ପାକ୍ନାପୁକ୍ନି ମାର୍ବାଇ ବଲି ଡରିଜାଇତେରଇଲାଇ ।
୨୭ ପେରିତ୍ ସିସ୍ମନ୍କେ ବିତ୍ରେ ଡାକିଆନି ବଡ୍ସବାର୍ ମୁଆଟେ ଟିଆ କରାଇଲାଇ, ଆରି ବଡ୍ ପୁଜାରି ସେମନ୍କେ ପାଚାର୍ଲା । ୨୮ ✡ ୫:୨୮ ମାତିଉ ୨୭:୨୫“ଏ ଜିସୁର୍ ନାଉଁ ଦାରି କାଇମିସା ସିକିଆ ନ ଦେବାକେ ତମ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇରଇଲୁ, ମାତର୍ ଦେକା, ତମେ କାଇଟା କରିଆଚାସ୍ ! ତମେ ଦେଇରଇବା ଏ ସିକିଆ ଜିରୁସାଲମେ ରଇଲା ଲକ୍ମନର୍ଟାନେ କେଟ୍ଲା ଆଚେ । ଆରି ତାର୍ ମରନ୍ ପାଇ ଆମ୍କେ ଦାଇ କର୍ବାକେ ଚେସ୍ଟା କଲାସ୍ନି !”
୨୯ ପିତର୍ ଆରି ବିନ୍ ସିସ୍ମନ୍ କଇଲାଇ, “ଆମେ ତମର୍ ଆଦେସ୍ ମାନ୍ବା ବାଦୁଲେ ପର୍ମେସରର୍ ଆଦେସ୍ ମାନ୍ବୁ । ୩୦ ତମେ ଜିସୁକେ କୁର୍ସେ ଚଗାଇ ମରାଇଲାପଚେ, ଆମର୍ ଆନିଦାଦିମନର୍ ପର୍ମେସର୍ ତାକେ ମଲାଟାନେଅନି ଉଟାଇଲାଆଚେ । ୩୧ ଇସ୍ରାଏଲର୍ ଲକ୍ମନ୍ ତାକର୍ ପାପେଅନି ବାଅଡତ୍ ଆରି ପାପ୍ କେମା ଅଅତ୍ ବଲି ପର୍ମେସର୍ ତାକେ ତାର୍ ଉଜା ବାଟେ ବସାଇଆଚେ । ଜେନ୍ତିକି ସେ ଆମର୍ ସାସନ୍କାରିଆ ଆରି ରକିଆକର୍ବା ଲକ୍ ଅଇସି । ୩୨ ଆମେ ଏ ସବୁ ବିସଇର୍ ସାକି ଆଚୁ । ଆରି ଜନ୍ ସୁକଲ୍ ଆତ୍ମାକେ ପର୍ମେସର୍ ତାକର୍ ଆଗିଆଁକାରିମନ୍କେ ଦାନ୍କଲାଆଚେ, ସେ ମିସା ଏଟାର୍ ସାକି ।”
୩୩ ବଡ୍ସବାର୍ ଲକ୍ମନ୍ ଏ କାତା ସୁନି ଏତେକ୍ ରିସାଅଇଗାଲାଇ ଜେ, ପେରିତ୍ମନ୍କେ ମରାଇବାକେ ମନ୍ କଲାଇ । ୩୪ ମାତର୍ ସେମନର୍ ବିତ୍ରେଅନି ଗମଲିଏଲ୍ ନାଉଁର୍ ଗଟେକ୍ ପାରୁସି ଲକ୍ ରଇଲା । ସେ ନିୟମ୍ ସିକାଇତେ ରଇଲା । ତାକେ ଲକ୍ମନ୍ ମାନିଅ କର୍ତେରଇଲାଇ । ସେ ବଡ୍ ସବାଇ ଟିଆଅଇ ପେରିତ୍ମନ୍କେ ଚନେକର୍ ପାଇ ବାଇରେ ନେବାକେ ଆଦେସ୍ ଦେଲା । ୩୫ ଆରି ବଡ୍ ସବାର୍ ଲକ୍ମନ୍କେ କଇଲା, “ଏ ଇସ୍ରାଏଲିୟ ବାଇମନ୍, ଏ ଲକ୍ମନ୍କେ ଜାଇଟା କର୍ବାକେ ଗାଲାସ୍ନି ଅଲପ୍ ବାବିଚିନ୍ତି କରି କରା । ୩୬ ତମର୍ ମନେରଇସି, ଅଲପ୍ ଆଗ୍ତୁ ତିଉଦା ନାଉଁର୍ ଗଟେକ୍ ଲକ୍ ରମିୟମନର୍ ବିରୁଦେ ଉଟ୍ଲା । ସେ ନିଜେ ବଡ୍ଲକ୍ ବଲି ଲକ୍ମନ୍କେ କଇଲାକେ ତାର୍ ସଙ୍ଗ୍ ଚାରିସଅ ଲକ୍ ମିସି ରଇଲାଇ । ମାତର୍ ତାକେ ମରାଇଲାଇ, ତାର୍ପଚେ ତାର୍ସଙ୍ଗର୍ ଲକ୍ମନ୍ ଚିନ୍ବିନ୍ ଅଇଗାଲାଇ ଆରି ତାର୍ ଦଲ୍ ବୁଡିଗାଲା । ୩୭ ତାର୍ପଚେ ଗାଲିଲି ଅନି ଜିଉଦା ନାଉଁର୍ ଆରି ଗଟେକ୍ ଲକ୍ ରମିୟମନର୍ ବିରୁଦେ ଉଟ୍ଲା । ରମିୟ ସର୍କାର ଲକ୍ମନର୍ ନାଉଁ ଲେକାଇବା ବେଲେ ଏଟା ଅଇଲା । ବେସି ଲକ୍କେ ତାର୍ ଦଲେ ମିସାଇବାକେ ସୁତ୍ରାଇଲା । ମାତର୍ ତାକେ ମିସା ମରାଇଲାଇ । ଆରି ତାର୍ ସବୁ ସିସ୍ମନ୍ ଚିନ୍ବିନ୍ ଅଇଗାଲାଇ । ୩୮ ସେଟାର୍ ପାଇ ଜିସୁର୍ ସିସ୍ମନର୍ ବିସଇ ମୁଇ ତମ୍କେ କଇଲିନି, ସେମନ୍ କର୍ବା କାମ୍ ତେବାଆ ନାଇ, ଚାଡିଦିଆସ୍ । ସେମନ୍ କର୍ବା କାମ୍ ଆରି ଜଜନା ଜଦି ଲକ୍ମନର୍ଟାନେଅନି ଆସିରଇସି, ତେବେ ସେମନ୍ ମିସା ଆରିଜିବାଇ । ୩୯ ମାତର୍ ସେଟା ଜଦି ପର୍ମେସରର୍ଟାନେ ଆସିରଇସି ବଇଲେ, ତାକେ ତମେ ଦବାଇନାପାରାସ୍ । ସେତ୍କିଅନି ଡିସ୍ସି ଜେ ତମେ ପର୍ମେସରର୍ ବିରଦେ ଜୁଜ୍ଲାସ୍ନି ।”
ବଡ୍ସବାର୍ ଲକ୍ମନ୍ ଗମଲିଏଲ୍ କଇଲା କାତା ମାନ୍ଲାଇ । ୪୦ ସେମନ୍ ପେରିତ୍ ସିସ୍ମନ୍କେ ବଡ୍ସବାର୍ ବିତ୍ରେ ଆନ୍ବାକେ ଆଦେସ୍ ଦେଲାଇ । ଡାକିଆନିକରି ସେମନ୍କେ କର୍ଡା ସଙ୍ଗ୍ ମାରାଇଲାଇ । ଆରି ଜିସୁର୍ ନାଉଁଦାରି କାଇମିସା କାତା ନ କଇବାକେ ଆଦେସ୍ ଦେଇ ଚାଡିଦେଲାଇ । ୪୧ ପେରିତ୍ ସିସ୍ମନ୍ ସାର୍ଦାସଙ୍ଗ୍ ବଡ୍ସବାଇଅନି ବାରଇଲାଇ, କାଇକେବଇଲେ ପର୍ମେସର୍ ଦେକ୍ବା ଇସାବେ ଜିସୁର୍ ସିସ୍ ଅଇକରି ଅପ୍ମାନ୍ ପାଇବାକେ ଅଦିକାର୍ ପାଇରଇଲାଇ । ୪୨ ଆରି ସେମନ୍ ସବୁ ଦିନ୍ ମନ୍ଦିରେ ଆରି ଲକ୍ମନର୍ ଗରେ ଗରେ ମସିଅ ଜିସୁର୍ ବିସଇର୍ ସୁବ୍କବର୍ ଜାନାଇଲାଇ ଆରି ସିକିଆ ଦେବାର୍ ଦାର୍ଲାଇ ।