୨
କୁରୁସ୍କାଟେ ମଲା କିରିସ୍ଟର୍ କାତା
୧ ଏ ବାଇବଇନିମନ୍, ଜେଡ୍କିବେଲେ ମୁଇ ତମର୍ ଲଗେ ପର୍ମେସରର୍ ଟିକିନିକି କାତା ସୁନାଇବାକେ ଆସି ରଇଲି ପଣ୍ଡିତ୍ମନର୍ ପାରା କି ବାସଣ୍ ଦେବା ଲକର୍ପାରା ବଡ୍ ବଡ୍ କାତା କଇ ନ ରଇଲି । ୨ କାଇକେବଇଲେ କୁରୁସ୍ କାଟେ ମରିରଇବା ଜିସୁ କିରିସ୍ଟକେ ଚାଡି ଆରି ବିନ୍ ବିସଇ ତମ୍କେ ନ କଇ ବଲି ମୁଇ ଟିକ୍ କଲି । ୩ ✡ ୨:୩ ପେରିତ୍ ୧୮:୯ସେବେଲେ ମୁଇ ତମର୍ ଲଗେ ଦୁର୍ବଲ୍ ଅଇ ଡରିକରି ରଇଲି ଆରି ତର୍ତରି ଗଜ୍ଗଜି ରଇଲି । ୪ ଜେନ୍ତିକି ତମର୍ ବିସ୍ବାସ୍ ମୁନୁସର୍ ଗିଆନ୍ ଉପ୍ରେ ନ ରଇକରି ପର୍ମେସରର୍ ବପୁ ଉପ୍ରେ ବାନ୍ଦିଅଇ ରଅ । ୫ ତେବର୍ପାଇ ମର୍ ସିକିଆ ଆରି ମୁଇ ସୁନାଇବା ବାକିଅ, ମର୍ ନିଜର୍ ଗିଆନେ ଅନି ନ ରଇଲା । ଚାଲାକି କାତା କଇକରି ମୁଇ ସୁନାଇଲାଟା ତମ୍କେ ବିସ୍ବାସ୍ କରାଇନାଇ । ମାତର୍ ପର୍ମେସରର୍ ଆତ୍ମା ଆରି ତାର୍ ବପୁ ସଙ୍ଗ୍ ମୁଇ କଇଲା ବିସଇ ସତ୍ ବଲି ଜାନାପଡ୍ଲା ।
ପର୍ମେସରର୍ ଗିଆନ୍
୬ ଏଲେମିସା ଆମେ ଜେଡେବଲ୍ ଆତ୍ମାଇ ବଡିରଇବା ବିସ୍ବାସିମନର୍ ସଙ୍ଗ୍ ରଇଲାବେଲେ ଗିଆନର୍ କାତା କଇଲୁନି । ମାତର୍ ସେଟା ଏ ଜୁଗର୍ ଗିଆନ୍ ନଏଁ କି ଏ ଜୁଗର୍ ନସ୍ଟ ଅଇଜାଇରଇବା ନେତାମନର୍ ଗିଆନ୍ ନଏଁ । ୭ ନାଇ, ଜନ୍ ଗିଆନର୍ ବିସଇ ଆମେ କଇଲୁନି, ସେଟା ପର୍ମେସରର୍ ଟିକିନିକି ଗିଆନର୍ କାତା । ପୁର୍ବେ ପର୍ମେସର୍ ତାର୍ ଜଜ୍ନା କାକେ ମିସା ଜାନାଏ ନାଇ । ସେ ଜଜ୍ନା ଇସାବେ, ପଚ୍କେ ଆମର୍ ମଇମାର୍ପାଇ ସେ ବାଚିରଇଲା । ୮ ଏ ଜୁଗର୍ ଅଦିକାରିମନ୍କେ ମିସା ସେଟା ବୁଜତ୍ନାଇ । କାଇକେବଇଲେ ସେମନ୍ ସେଟା ଜାନିରଇଲେ ଡାକ୍ପୁଟା ମାପ୍ରୁକେ କୁର୍ସେ ମାରି ନ ରଇତାଇ ।
୯ ଜେନ୍ତାରି କି ସାସ୍ତରେ ଲେକା ଆଚେ,
ଜନ୍ଟାକି କାର୍ ଆଁକି କେବେ ଦେକେନାଇ,
କାର୍ କାନ୍ କେବେ ସୁନେ ନାଇ ଆରି କେ ମିସା କେବେ ବାବି ନ ରଅତ୍, ସେ ସବୁ ବିସଇ,
ପର୍ମେସର୍ ଜନ୍ ଲକ୍ମନ୍କେ ଆଲାଦ୍ କଲାନି,
ତାକର୍ପାଇ ତିଆର୍ କଲାଆଚେ ।
୧୦ ମାତର୍ ଆମ୍କେସେ ପର୍ମେସର୍ ତାର୍ ଟିକିନିକି ବିସଇ ଜାନାଇଆଚେ । ସେ ସୁକଲ୍ ଆତ୍ମାସେ ସବୁ ବିସଇ ସିକାଇସି ଆରି ତାର୍ ବିତ୍ରେ ରଇବା ଟିକିନିକି ଚିନ୍ତା ମିସା କର୍ସି । ୧୧ ମୁନୁସ୍ କର୍ବା ଚିନ୍ତା ସବୁ ତାର୍ ବିତ୍ରେ ରଇବା ଆତ୍ମାକେ ଚାଡ୍ଲେ ଆରି କେ ମିସା ନାଜାନତ୍ । ସେନ୍ତିସେ ପର୍ମେସରର୍ ସବୁ ଚିନ୍ତା କଲାଟା ତାର୍ ଆତ୍ମାକେ ଚାଡିଦେଲେ ଆରି କେ ମିସା ନାଜାନତ୍ । ୧୨ ଏ ଜଗତର୍ ଲକ୍ମନ୍ ପାଇରଇବା ଆତ୍ମା ପାରା ଆମେ ପାଉନାଇ । ମାତର୍ ପର୍ମେସରର୍ ଆତ୍ମା ପାଇଆଚୁ । ଜେନ୍ତାରିକି ଜନ୍ ସବୁ ବିସଇ ଆମ୍କେ ସେ ଦେଲାଆଚେ, ସେଟା ସବୁ ଆମେ ଜାନ୍ବୁ ।
୧୩ ତେବେ ସେ ସବୁ ବିସଇ ମିସା ଆମେ ଜଗତର୍ ଗିଆନ୍ ଇସାବେ ସିକାଉନାଇ, ମାତର୍ ଜନ୍ ବିସଇ ଆମ୍କେ ପର୍ମେସରର୍ ସୁକଲ୍ ଆତ୍ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍ ଲକ୍ମନ୍ ସୁକଲ୍ ଆତ୍ମା ପାଇଆଚତ୍, ସେ ଲକ୍ମନ୍କେ ଏ ଆତ୍ମାର୍ ବିସଇ ସିକାଇଲୁନି । ୧୪ ମାତର୍ ସୁକଲ୍ଆତ୍ମା ନ ପାଇ ରଇବା ଲକ୍, ଆତ୍ମାର୍ ବିସଇ ନ ମାନେ, ମାତର୍ ସେଟାମନ୍ ତାର୍ପାଇ ଗଟେକ୍ କାଇଟା ନାଜାନ୍ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍ ଆତ୍ମା ସିକାଇଲେ ସେ ବୁଜିଅଇସି । ୧୫ ମାତର୍ ଜନ୍ଲକ୍ମନ୍ ଆତ୍ମା ପାଇଆଚତ୍, ସେ ସବୁ ବିସଇର୍ ମୁଲିଅ, ସତ୍ ବାବେ ବିଚାର୍ କର୍ସି । ଏଲେ ମିସା ତାକେ କେ ବିଚାର୍ ନ କରତ୍ । ୧୬ ସାସ୍ତରେ ଲେକା ଅଇଲାପାରା କେ ମିସା ମାପ୍ରୁର୍ ମନର୍ କାତା ଜାନି ନାପାରତ୍, କି କେ ମିସା ତାକେ ସିକାଇ ନାପାରତ୍ ।
ମାତର୍ ଆମେ କିରିସ୍ଟର୍ ମନ୍ ପାଇଆଚୁ ।