16
ଚଃତୁର୍ ଗୁମୁସ୍ତା
1 ଜିସୁ ତାର୍ ଚେଲାମଃନ୍କେ କୟ୍ଲା, “ଗଟେକ୍ ମାଜନ୍ ଲକ୍ ରିଲା; ତାର୍ ଗଟେକ୍ ଗୁମୁସ୍ତା ରିଲା, ସେ ଗୁମୁସ୍ତା ତାର୍ ଦଃନ୍ବିତ୍କେ ନଃସ୍ଟ୍ କଃରୁଲା ବଃଲି ସୁଣି, ତାକ୍ କୁଦି କୟ୍ଲା, 2 ‘ମୁଁୟ୍ ତର୍ ବିସୟେ ଇରି କାୟ୍ କଃତା ସୁଣୁଲେ ? ତର୍ ଇ ଗୁମୁସ୍ତା କାମାର୍ ଇସାବ୍ ଦେ, କାୟ୍ତାକ୍ବଃଲେକ୍ ତୁୟ୍ ଅଃବେ ଗୁମୁସ୍ତା ଅୟ୍ ରେଉଁ ନଃହାର୍ସି ।’ 3 ତଃବେ ସେ ଗୁମୁସ୍ତା ମଃନେ ମଃନେ ବାବ୍ଲା, ‘ତଃବେ ମୁଁୟ୍ କାୟ୍ କଃରିନ୍ଦ୍ ? ମର୍ ସାଉକାର୍ ତ ମର୍ ତଃୟ୍ହୁଣି ଗୁମୁସ୍ତା ହଃଦ୍ ଚାଡାୟ୍ ନେଉଁଲା । ମାଟି ମାରୁକ୍ ମର୍ ସଃକ୍ତି ନାୟ୍, ଆର୍ ବିକ୍ ମାଗୁକ୍ ହେଁ ମକ୍ ଲାଜ୍ ଲାଗୁଲି । 4 ମୁଁୟ୍ ଗୁମୁସ୍ତା ହଃଦେ ହୁଣି ବାର ଅୟ୍ଲା ହଃଚେ ଲକ୍ମଃନ୍ ଜଃନ୍କଃରି ମକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ଗଃରେ କୁଦି ମାୟ୍ନ୍ କଃର୍ତି, ଇତାର୍ ଗିନେ ମୁଁୟ୍ କାୟ୍ କଃରିନ୍ଦ୍ ସେରି ବୁଜ୍ଲେବେ ।’ 5 ତଃବେ ସେ ଗୁମୁସ୍ତା ତାର୍ ସାଉକାରାର୍ ସଃବୁ ରିଣ୍ୟାମଃନ୍କେ ତାର୍ ଲଃଗେ କୁଦ୍ଲା, ଆର୍ ହଃର୍ତୁର୍ ଲକ୍କେ କୟ୍ଲା, ‘ତୁୟ୍ ମର୍ ସାଉକାର୍ ତଃୟ୍ହୁଣି କଃତେକ୍ ରିଣ୍ ନଃୟ୍ ଆଚ୍ସି ?’ ସେ କୟ୍ଲା, ‘ହାଁଚ୍କଳି ପାଉଁନ୍ ଚିକଣ୍ ।’ 6 ତଃବେ ସେ ଗୁମୁସ୍ତା ତାକ୍ କୟ୍ଲା, ‘ଅଃବେ ତୁୟ୍ କାତାୟ୍ ବେଗି ପଚାସ୍ ପାଉଁନ୍ ଚିକଣ୍ ବଃଲି ଲେକ୍ ।’ 7 ତାର୍ହଃଚେ ସେ ଆରେକ୍ ଏକ୍ଲାକେ କୟ୍ଲା, ‘ତୁୟ୍ ମର୍ ସାଉକାରାର୍ ତଃୟ୍ହୁଣି କଃତେକ୍ ରିଣ୍ ନଃୟ୍ ଆଚ୍ସି ?’ ସେ କୟ୍ଲା, ‘ହାଁଚ୍କଳି ବାସ୍ତା ଗଅଁ ।’ ସେ ଗୁମୁସ୍ତା ତାକ୍ କୟ୍ଲା, ‘ତୁୟ୍ ଅଃବେ ଇ କାତାୟ୍ ଚାରିକଳି ବାସ୍ତା ଗଅଁ ବଃଲି ଲେକ୍ ।’ ”
8 “ସେ ଅଃନ୍ୟାୟ୍କାରି ଗୁମୁସ୍ତା ବୁଦିର୍ ସଃଙ୍ଗ୍ କାମ୍ କଃରି ରିଲାକ୍, ତାର୍ ସାଉକାର୍ ତାର୍ ଗୁଣ୍ କୟ୍ଲା; କାୟ୍ତାକ୍ବଃଲେକ୍ ଇ ଜଃଗତାର୍ ଲକ୍ମଃନ୍ ସେମଃନାର୍ ନିଜାର୍ ଜାତି ଗିନେ ଉଜାଳାର୍ ଲକ୍ମଃନାର୍ ତଃୟ୍ହୁଣି ଅଃଦିକ୍ ବୁଦିକାରି ।”
9 “ମୁଁୟ୍ ହେଁ ତୁମିମଃନ୍କେ କଃଉଁଲେ, ଦୁସ୍ଟ୍ ଜଃଗତାର୍ ଦଃନେ ଅଃହ୍ଣା ଅଃହ୍ଣାର୍ ଗିନେ ସଃଙ୍ଗ୍ ଲାବ୍ କଃରା, ଜଃନ୍କଃରି ସେରି ସଃର୍ଲେକ୍ ତୁମିମଃନ୍କେ ସଃବୁ ଦିନାର୍ ଗଃର୍ ବିତ୍ରେ ଦଃର୍ତି । 10 ଜୁୟ୍ ଲକ୍ ସାନ୍ କାମେ ସଃତ୍ ଅୟ୍ଦ୍ ତଃବେ ସେ ବଃଡ୍ କାମେ ହେଁ ହଟ୍କାର୍ ନୟ୍, ଆରେକ୍ ଜୁୟ୍ ଲକ୍ ସାନ୍ କାମେ ଅଃଦଃର୍ମି ତଃବେ ସେ ବଃଡ୍ କାମେ ହେଁ ହଃଟ୍କାର୍ ଅୟ୍ଦ୍ । 11 ତଃବେ ଜଦି ତୁମିମଃନ୍ ଜଃଗତାର୍ ଦଃନେ ଅଃଦଃର୍ମି ଅଃଉଁଲାସ୍, ତଃବେ କେ ତୁମିକେ ସଃତ୍ କଃରି ସଃତ୍ୟା ଦଃନ୍ ତୁମାର୍ ଆତେ ଦଃୟ୍ଦ୍ ? 12 ଆର୍ ଜଦି ତୁମିମଃନ୍ ହଃରାର୍ ଦଃନେ ସଃତ୍ ନଃକେରୁଲାସ୍, ତଃବେ କେ ତୁମିକେ ତୁମାର୍ ନିଜାର୍ ଦଃନ୍ ଦେତି ।”
13 ✡ ୧୬:୧୩ ମାତି ୬:୨୪.“ଗଟ୍ ଦଃଙ୍ଗ୍ଳା ଅଃକାବଃଳ୍ ଜଳେକ୍ ସାଉକାରାର୍ ସେବା କଃରୁ ନାହାରେ; ବଃଲେକ୍ ସେ ଏକ୍ଲାକେ ଲାଡ୍ ନଃକେରେ ଆର୍ ଏକ୍ଲାକେ ଲାଡ୍ କଃରେଦ୍, ନୟ୍ଲେକ୍ ଏକ୍ଲାର୍ କଃତା ମାନେଦ୍ ଆର୍ ବିନ୍ ଏକ୍ଲାର୍ କଃତା ନଃମାନେ । ସେରଃକମ୍ ତୁମିମଃନ୍ ଇସ୍ୱରାର୍ ଆର୍ ଦଃନାର୍ ଅଃକାବଃଳ୍ ଦୁୟ୍ ଲକାର୍ ଗତି ଦଃଙ୍ଗ୍ଳା ଅଃଉଁ ନାହାରାସ୍ ।”
ଜିସୁର୍ କଃତେକ୍ କଃତା
(ମାତି ୧୧:୧୨,୧୩; ୫:୩୧,୩୨; ମାର୍କ ୧୦:୧୧,୧୨)
14 ଇସଃବୁ କଃତା ସୁଣି ଦଃନ୍ଲଃବି ପାରୁସିମଃନ୍ ଜିସୁକେ ଲିନ୍ଦା କଃରୁକେ ଦଃର୍ଲାୟ୍ । 15 ସେତାର୍ଗିନେ ଜିସୁ ସେମଃନ୍କେ କୟ୍ଲା, “ଜୁୟ୍ ଲକ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ଲକ୍ମଃନାର୍ ଆକାୟ୍ ଦଃର୍ମି ବଃଲି ଦଃକାୟ୍ଅଃଉତି, ତୁମିମଃନ୍ ସେନ୍କାର୍ ଲକ୍, ମଃତର୍ ଇସ୍ୱର୍ ତୁମିମଃନାର୍ ମଃନ୍ ବିତ୍ରାର୍ କଃତା ଜାଣେଦ୍; କାୟ୍ତାକ୍ବଃଲେକ୍ ଜାୟ୍ରି ମାନାୟ୍ମଃନାର୍ ବିତ୍ରେ ବଃଡ୍ ସେରି ମାପ୍ରୁର୍ ଆକାୟ୍ ବାନ୍ୟା ।”
16 ✡ ୧୬:୧୬ ମାତି ୧୧:୧୨,୧୩.“ମସାର୍ ବିଦିବିଦାନ୍ ଆର୍ ବାବ୍ବାଦିମଃନାର୍ ଲେକା ଜହନ୍ ଆସ୍ତା ହଃତେକ୍ ଚଲି ଆସ୍ତି ରିଲି; ତାର୍ ହଃଚେ ହୁଣି, ଇସ୍ୱରାର୍ ରାଇଜାର୍ ନିକ କବୁର୍ ପର୍ଚାର୍ ଅୟ୍ ଆସୁଲି, ଆର୍ ହଃତି ଲକ୍ମଃନ୍ ବଃଳ୍ସଃକାତ୍ ସଃଙ୍ଗ୍ ଇସ୍ୱରାର୍ ରାଇଜେ ହୁରୁଲାୟ୍ । 17 ✡ ୧୬:୧୭ ମାତି ୫:୧୮.ମଃତର୍ ବିଦିର୍ ଗଟେକ୍ ଟପା ବୁଡ୍ତା ବାଟା ଅଃଗାସ୍ ଆର୍ ହୁର୍ତିବି ବୁଡ୍ତାର୍ ଉସାସ୍ ।”
18 ✡ ୧୬:୧୮ ମାତି ୫:୩୨; ୧ କର ୭:୧୦,୧୧.“ଜୁୟ୍ଲକ୍ ଅଃହ୍ଣାର୍ ଡକୁର୍ସିକେ ଚାଡିକଃରି ବିନ୍ରି ବିବା ଅୟ୍ଦ୍ ସେ ଦାରିକାମ୍ କଃରେଦ୍; ଆରେକ୍ ଜୁୟ୍ ଲକ୍ ସେ ଚାଡେଳି ମାୟ୍ଜିକେ ବିବା ଅୟ୍ଦ୍ ସେ ହେଁ ଦାରି କଃରେଦ୍ ।”
ମାଜନ୍ ଲକ୍ ଆର୍ ବିକାରି ଲାଜାର୍
19 “ଗଟେକ୍ ମାଜନ୍ ଲକ୍ ରିଲା, ସେ ବେସିମଲାର୍ ବଃସ୍ତର୍ ହିନ୍ଦି, ସଃବୁଦିନ୍ ବଃଲ୍ କାଦି କାୟ୍କଃରି ବଃଡେ ସଃର୍ଦାୟ୍ ରେତିରିଲା । 20 ମଃତର୍ ତାର୍ ଦୁଆର୍ ମୁଏଁ ଲାଜାର୍ ନାଉଁଆର୍ ଗଟେକ୍ ବିକାରି ରେତିରିଲା, ତାର୍ ଗଃଗାଳ୍ଜାକ ଗାଉ ବଃର୍ତି ଅୟ୍ରିଲି; 21 ଲାଜାର୍ ସେ ମାଜନ୍ ଲକାର୍ ଟେବୁଲ୍ ତଃୟ୍ହୁଣି ଅଦୁର୍ଲା ଲିତାସଃକ୍ଳି କାୟ୍ ହେଟ୍ ହୁରାୟ୍ ବଃଲି ଆସା କଃର୍ତିରିଲା । ଆର୍ କୁକୁର୍ମଃନ୍ ଆସି ତାର୍ ଗାଉକ୍ ଚାଟ୍ତି ରିଲାୟ୍ ।”
22 “ମଃତର୍ ଦିନ୍ ଆୟ୍ଲି ସେ ବିକାରି ଲାଜାର୍ ମଃରିଗଃଲା ଆର୍ ସଃର୍ଗାର୍ ଦୁତ୍ ଆସି ତାକ୍ ଅବ୍ରାହାମାର୍ କଳେ ନଃୟ୍ ବଃସାୟ୍ଲାୟ୍; ହଃଚେ ସେ ମାଜନ୍ ଲକ୍ ହେଁ ମଃରିଗଃଲା ଆର୍ ତାକ୍ ତହାଅୟ୍ଲି । 23 ଆର୍ ସେ ନଃର୍କ୍କୁଣ୍ଡେ ହଃଳି ବିସ୍ଜଃଳାକେ କିଲିବିଲି ଅୟ୍ ଉହ୍ରେ ଦଃକି ଦୁରିକ୍ ଅବ୍ରାହାମ୍ ଆର୍ ତାର୍ କଳେ ଲାଜାର୍କେ ଦଃକ୍ଲା । 24 ସେ କୟ୍ଲା, ‘ହିଁ ଉବା ଅବ୍ରାହାମ୍ ମକ୍ ଦଃୟା କଃରି ଲାଜାର୍କେ ଅଃଳକ୍ ମର୍ ହାକ୍ ହଃଟାଉ, ଜଃନ୍କଃରି ସେ ହାଣାୟ୍ ତାର୍ ଆଙ୍ଗଟିର୍ ଟିହ୍ ବୁଡାୟ୍ କଃରି ମର୍ ଜିବ୍କେ କାକର୍ କଃରେଦ୍, କାୟ୍ତାକ୍ବଃଲେକ୍ ମୁୟ୍ଁ ଇ ଜୟେ କଃଲ୍ବଃଲ୍ ଅଃଉଁଲେ ।’ ”
25 “ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ହିଲାରେ ତୁୟ୍ ଜେ ବାଚିରିଲା ବଃଳ୍ ତର୍ ଜିବନେ ସଃବୁ ବଃଲ୍ରି ହାୟ୍ଲିସ୍ ଆର୍ ଲାଜାର୍ ସେରଃକମ୍ କଃରାବ୍ ବିସୟ୍ ସଃବୁ ହାୟ୍ଲା, ଅୟ୍ଲେକ୍ ହେଁ ସାସ୍ ଦଃର୍ଲା ଇରି ମଃନେ ଏତାଉ; ମଃତର୍ ଅଃବେ ଲାଜାର୍ ଇ ଜଃଗାୟ୍ ସୁକ୍ ହାଉଁଲା, ଆର୍ ତୁୟ୍ ସେ ଜୟେ କିଲିବିଲି ଅଃଉଁଲାସ୍ । 26 ସେରି ଚାଡି ତୁମାର୍ ଅଃମାର୍ ବିତ୍ରେ ବଃଡେ ଦୁର୍ ଆଚେ, ଜଃନ୍କଃରି ଜୁୟ୍ମଃନ୍ ଇ ଟାଣେହୁଣି ତୁମିମଃନାର୍ ହାକ୍ ଜଃଉଁକେ ମଃନ୍ କଃର୍ତି, ସେମଃନ୍ ଜଃଉଁ ନଃହାର୍ତି ଆରେକ୍ ସେ ଟାଣେହୁଣି କେ ଅଃମାର୍ ହାକ୍ ଲିଙ୍ଗି କଃରି ଆସୁ ନାହାର୍ତି ।’ 27 ସେତାକ୍ ସେ ମାଜନ୍ କୟ୍ଲା, ‘ଏ ଉବା ସେବାନ୍ୟା ଅୟ୍ଲେକ୍ ମୁୟ୍ଁ ତକ୍ ଗଃଉଆରି କଃରି କଃଉଁଲେ ଲାଜାର୍କେ ମର୍ ଉବାର୍ ଗଃରେ ହଃଟାଉ । 28 କାୟ୍ତାକ୍ବଃଲେକ୍ ମର୍ ହାଁଚ୍ ବାୟ୍ ଆଚ୍ତି ସେମଃନ୍ ହେଁ ଜଃନ୍ କଃରି ଇ ବିସ୍ଜଃଳା ଟାଣେ ନାସ୍ତି, ସେତାର୍ଗିନେ ସେ ସେମଃନାର୍ ହାକ୍ ସାକି ଦଃୟ୍ଦ୍ ।’
29 ମଃତର୍ ଅବ୍ରାହାମ୍ କୟ୍ଲା, ‘ତୁମାର୍ ବାୟ୍ମଃନାର୍ ହାକ୍ ମସା ଆର୍ ବାବ୍ବାଦିମଃନାର୍ ଦଃର୍ମ୍ସାସ୍ତର୍ ଆଚେ, ସେମଃନ୍ ସେମଃନାର୍ କଃତା ସୁଣତ୍ । 30 ସେତାର୍ଗିନେ ସେ କୟ୍ଲା, ନାୟ୍ ଉବା ଅବ୍ରାହାମ୍, ସଃତେକ୍ ସଃରି ନୟ୍, ମଃତର୍ ଜଦି ମଃଲା ଲକାର୍ ତଃୟ୍ହୁଣି ଗଟ୍ଲକ୍ ସେମଃନାର୍ ହାକ୍ ଜାୟ୍ଦ୍, ତଃବେ ସେମଃନ୍ ସଃତ୍ କଃରି ହାହ୍ ଚାଡ୍ତି ।’ 31 ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ଜଦି ସେମଃନ୍ ମସା ଆର୍ ବାବ୍ବାଦିମଃନାର୍ କଃତା ନଃସୁଣ୍ତି, ତଃବେ ମଃଲା ଲକାର୍ ବିତ୍ରାର୍ ଗଟ୍ଲକ୍ ଉଟିଜାୟ୍ ବୁଜାୟ୍ଲେକ୍ ହେଁ ସେମଃନ୍ ତାର୍ କଃତା ନଃଦେର୍ତି ।’ ”