ଥେସଲନିକୀୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତେସଲନିକିର୍ ଲକ୍ମଃନ୍କେ ପେରିତ୍ ପାଉଲାର୍ ହଃର୍ତୁ ଚିଟି
୧ ତେସଲନିକି ଚିଟି ବିସୟେ ହଃଦେକ୍
ହଃର୍ତୁ ତେସଲନି ପୁସ୍ତକ ପେରିତ୍ ପାଉଲ ଲେକିରିଲା ୧:୧ ଅଃଉଁହାରେ ପାଉଲାର୍ ଇରି ତେସଲନିକିମଃନ୍କେ ହଃର୍ତୁ ଚିଟି ଆର୍ ହାକାହାକି ଜିସୁକ୍ରିସ୍ଟର୍ ଜଃଲମାର୍ ୫୧ ବଃର୍ସ୍ ହଃଚେ ଲେକା ଅୟ୍ରିଲି ଆର୍ ବାଇବଲେ ଟାଣ୍ ହାୟ୍ ଆଚେ । ସେ ହଃଚାର୍ ମିସ୍ନେରି ଅୟ୍ ଗଃଲାବଃଳ୍ ସେ ମଣ୍ଡ୍ଳି ହାୟ୍ରିଲା ପେରିତ୍ ୧:୧-୧୦ । ଇରି ଜାଣାଜଃଉଁଲି ଜେ କଃତେକ୍ ଜିଉଦି ଆର୍ ବେସି କଃରି ଗ୍ରିକ୍ ଲକ୍ମଃନ୍ ଇ ମଣ୍ଡ୍ଳି ତାହୁନ୍ କଃରିରିଲାୟ୍ ।
ପାଉଲ ଇ ମଣ୍ଡ୍ଳି ହାୟ୍ଲା ହଃଚେ ବେସି ଦିନ୍ ସେତି ରେଉଁ ନାହାର୍ଲା । ସେତାକ୍ ସେ ମଣ୍ଡ୍ଳିର୍ ଲକ୍ମଃନ୍କେ ଉହ୍କାର୍ ଜାଗାୟ୍ ଦେଉଁକେ ସେ ଇ ଚିଟି ଲେକୁଲା । ଗଟ୍ କ୍ରିସ୍ଟିଆନ୍ କଃନ୍କଃରି ଜିବନ୍ କାଟ୍ତା ଲଳା ଇ ଚିଟି ତଃୟ୍ ଅଃନେକ୍ ବିସୟ୍ ଆର୍ ଉହ୍ଦେସ୍ ମଃନ୍ କଃଉଆ ଅୟ୍ଆଚେ । ପାଉଲ କ୍ରିସ୍ଟର୍ ଆରେକ୍ ଆସ୍ତାର୍ କଃତାକ୍ ମୁଳ୍ ବିସୟ୍ କଃରି କଃଉଁଲା ଅଃଉଁ ହାରେ ତେସଲନିକି ମଣ୍ଡ୍ଳିର୍ ଲକ୍ମଃନ୍ ଇ ବିସୟେ ସୁଣୁକେ ବେସି ମଃନ୍ ଦେତି ରିଲାୟ୍ । ଇସ୍ୱର୍କେ ସଃର୍ଦା କଃରାୟ୍ଲା ହର୍ ଜିବନ୍ କାଟୁକେ ପାଉଲ ଇ ଜିସୁର୍ ଆରେକ୍ ଆସ୍ତାର୍ ବିସୟ୍ କଃଉତିରିଲା । ୫:୬-୮
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲାର୍ ମଣ୍ଡ୍ଳିକେ ଜୁଆର୍ ଆର୍ ଇସ୍ୱର୍କେ ଦନ୍ୟବାଦ୍ ଦେତାର୍ । ୧
୨. ପାଉଲାର୍ କାମ୍ ଆର୍ ତିମତିର୍ କବୁର୍ । ୨–୩
୩. କ୍ରିସ୍ଟ ଆସ୍ତାର୍ ଆର୍ ଲକ୍ମଃନ୍ ନିର୍ମୁଳ୍ ଜିବନ୍ କାଟୁକ୍ ପାଉଲାର୍ ସିକ୍ୟା । ୪:୧-୧୫
୪. ପାଉଲ ଜୁଆର୍ ଜାଣାୟ୍ ସଃବୁଲକ୍ ଚିଟି ହଳୁକେ କଃଉଁଲା । ୫:୧୬-୨୮
1
ତେସଲନି ମଣ୍ଡ୍ଳିକେ ପାଉଲାର୍ ହଃର୍ତୁ ଚିଟି
1 ✡ ୧:୧ ପେରି ୧୭:୧.ମୁୟ୍ଁ ପାଉଲ୍, ସିଲା ଆର୍ ତିମତି ତେସଲନିକି ମଣ୍ଡ୍ଳିର୍ ଲକ୍ମଃନ୍କେ ଚିଟି ଲେକୁଲୁ । ଉବା ଇସ୍ୱରାର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ଆର୍ ସୁସ୍ତା ତୁମାର୍ ଉହ୍ରେ ଅଃଉଅ ।
ତେସଲନିକିମଃନାର୍ ବିସ୍ୱାସ୍ ଆର୍ ଜିବନ୍
2 ଅଃମିମଃନ୍ ପାର୍ତ୍ନା କଃର୍ତା ବଃଳ୍ ତୁମିମଃନାର୍ ନାଉଁ ଦଃରି ତୁମାର୍ ସଃବୁଲକାର୍ ଗିନେ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ । 3 ଅଃମିମଃନାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ଅଃମିମଃନ୍ ତୁମିମଃନାର୍ ବିସ୍ୱାସାର୍ କାମ୍, ଲାଡାର୍ କଃବାଳ୍ ଆର୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ କଃତାକ୍ ତୁମାର୍ ବଃର୍ସା ସାସ୍ ଦଃର୍ତାର୍ କଃତା ସଃବୁବଃଳ୍ ଏତାଉଆ ।
4 ଏ ଅଃମାର୍ ବାୟ୍ବେଣିମଃନ୍, ଅଃମିମଃନ୍ ଜାଣି ଆଚୁ ଜେ, ଇସ୍ୱର୍ ତୁମିମଃନ୍କେ ଲାଡ୍ କଃରୁଲା ଆର୍ ସେ ନିଜେ ତୁମିମଃନ୍କେ ବାଚିଆଚେ । 5 ଅଃମିମଃନ୍ ନିକ କବୁର୍ ଅଃବ୍କା କଃତାୟ୍ ନାୟ୍, ମଃତର୍ ସଃକ୍ତି, ପବିତ୍ର ଆତ୍ମା ଆର୍ ହୁରାକଃରି ତୁମିମଃନାର୍ ଲଃଗେ ଆୟ୍ଲି; ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ତୁମିମଃନାର୍ ସଃଙ୍ଗ୍ ଅଃମିମଃନ୍ କଃନ୍କା ଚାଲାଚାଲ୍ତି କଃରିରିଲୁ, ସେରି ତ ତୁମିମଃନ୍ ଜାଣି ଆଚାସ୍ । ଇରି ତୁମାର୍ ନିଜାର୍ ବଃଲ୍ ହାଁୟ୍, 6 ✡ ୧:୬ ପେରି ୧୭:୫-୯.ଆରେକ୍ ତୁମିମଃନ୍ ବଃଡେ ଦୁକ୍କଃସ୍ଟ୍ ବଗ୍ କଃରି ହେଁ ପବିତ୍ର ଆତ୍ମା ଦିଲା ସଃର୍ଦାର୍ ସଃଙ୍ଗ୍ ସେ ମାପ୍ରୁର୍ କଃତାକ୍ ମାନିକଃରି ଅଃମାର୍ ଆର୍ ମାପ୍ରୁର୍ ହଃଚେ ଜାତି ରିଲାସ୍ ।
7 ଇବାନ୍ୟା ତୁମିମଃନ୍ ମାକିଦନିଆ ଆର୍ ଆକାୟା ଲଃଗେ ବାସା କଃର୍ତିରିଲା ସଃବୁ ବିସ୍ୱାସିମଃନାର୍ ବାଟ୍ ଦଃକାଉତା ଲକ୍ ହର୍ ଅୟ୍ରିଲାସ୍ । 8 ତୁମାର୍ ତଃୟ୍ହୁଣି ଅଃବ୍କା ମାପ୍ରୁର୍ କଃତା ମାକିଦନିଆ ଆର୍ ଆକାୟା ତଃୟ୍ ପର୍ଚାର୍ ଅୟ୍ଆଚେ, ସେରି ନାୟ୍, ମଃତର୍ ଇସ୍ୱର୍କେ ତୁମାର୍ ବିସ୍ୱାସାର୍ କଃତା ସଃବୁହାକ୍ ଉର୍ଜି ଅୟ୍ଆଚେ, ସେ କଃତାକେ ଚାଡି ଅଃମିମଃନ୍କେ କାୟ୍ରି ହେଁ ଲଳା ନାୟ୍ । 9 ଜୁୟ୍ତାର୍ ଗିନେ ଲକ୍ମଃନ୍ ଅଃମିମଃନାର୍ ବିସୟେ କଃଉଁଲାୟ୍, ତୁମାର୍ ଲଃଗେ ଅଃମିମଃନ୍ ଆସ୍ତାବଃଳ୍ ତୁମି କଃନ୍କଃରି ଆଗଳି ଦଃରିରିଲାସ୍, ଆର୍ କଃନ୍କଃରି ତୁମିମଃନ୍କେ ମୁର୍ତି ହୁଜା ସଃବୁ ଚାଡିକଃରି ଜିବନ୍ ଆର୍ ସଃତ୍ ଇସ୍ୱରାର୍ ସେବା କଃରୁଲାସ୍, 10 ଆରେକ୍ ସେ ଇସ୍ୱର୍ ଅଃହ୍ଣାର୍ ଜୁୟ୍ ହୟ୍ସିକ୍ ମଃଲା ଲକାର୍ ତଃୟ୍ହୁଣି ଉଟାୟ୍ରିଲା, ଆସୁଲା କହ୍ ତଃୟ୍ହୁଣି ଅଃମିମଃନ୍କେ ରଃକ୍ୟା କଃର୍ତା ସେ ଜିସୁକେ ସଃର୍ଗେ ହୁଣି ଆସ୍ତାର୍ ଜାଗିରେଉଉଁଆ ।